ଶ୍ରୀମତ୍ ସ୍ବାମୀ ଚେତନାନନ୍ଦ ସରସ୍ୱତୀ ପରମହଂସ ଦେବଙ୍କ ବ୍ରହ୍ମଲୀନ ଦିବସ

ଶ୍ରୀମତ୍ ସ୍ବାମୀ ଚେତନାନନ୍ଦ ସରସ୍ୱତୀ ପରମହଂସ ଦେବଙ୍କ ବ୍ରହ୍ମଲୀନ ଦିବସ
 
*ଓଁ ଜୟଗୁରୁ* 
*ଶ୍ରୀମତ୍ ସ୍ବାମୀ ଚେତନାନନ୍ଦ ସରସ୍ୱତୀ ପରମହଂସ ଦେବଙ୍କ ବ୍ରହ୍ମଲୀନ ଦିବସ* 
 
(ପ୍ରଥମ ବାର୍ଷିକ ସ୍ମୃତି ସମାରୋହ )
 
*ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମ* , *ସାମପୁର, ଭୁବନେଶ୍ଵର* 
 
ତା. ୧୮.୦୫.୨୦୨୨ ରିଖ
ସମୟ - ସଂଧ୍ୟା ୬ ଘଟିକା
 
*ବେଦ ପାଠ* -
ସତ୍ୟମାଧବ ମହାପାତ୍ର - ୫ ମିନିଟ
 
*ସ୍ଵାଗତ ସମ୍ଭାଷଣ* -
ଡ. ନୀଳକଣ୍ଠ ମିଶ୍ର - ୧୦  ମିନିଟ
 
*ଧ୍ରୁପଦ ଏବଂ ନାଦ ଯୋଗ* -
ମୁକୁନ୍ଦ ଦେବ ଓ ନିଶାନ୍ତ ସିଂ
  - ୪୦ ମିନିଟ
*ସ୍ଵାମୀ ଚେତନାନନ୍ଦ ସରସ୍ୱତୀଙ୍କ ଜୀବନ ଓ ଆଦର୍ଶର ସ୍ମୃତି ଚାରଣ* -
ଡ଼. ଶାନ୍ତନୁ କୁମାର ରଥ 
ମା' କଲ୍ୟାଣମୟୀ ସରସ୍ୱତୀ
 - ୨୦ ମିନିଟ
 
 *ମୁଖ୍ୟ ବକ୍ତା* -
ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, (ପୂର୍ବତନ କୁଳପତି ତଥା ସଂସ୍କୃତ ବିଦ୍ଵାନ)ଙ୍କ ଅଭିଭାଷଣ - ୨୦ ମିନିଟ
 
 *ଅଧ୍ୟାତ୍ମିକ ସଙ୍ଗୀତ* -
ସୁଶ୍ରୀ ସ୍ନିତି ମିଶ୍ର - ୨୦ ମିନିଟ
 
 *ଧନ୍ୟବାଦ ଅର୍ପଣ* 
 
 *ଜୟଗୁରୁ ନାମ ସଂକୀର୍ତ୍ତନ* 
 
 *ପରିଚାଳନା* -
ଶ୍ରୀ ରମାବଲ୍ଳଭ ମହାପାତ୍ର
 
Zoom link
 
 
Meeting ID - 814 1770 1316
Passcode - jaiguru
 
You Tube Live http://live.jaiguru.in
 
  Www.cpmisra.in ଏବଂ www.chetanananda.in ରେ ବିସ୍ତୃତ ତଥ୍ୟ ପରିଦର୍ଶନ କରନ୍ତୁ ।
 
 *ଯୋଗାଯୋଗ* - ସ୍ୱରୂପାନନ୍ଦ ସରସ୍ବତୀ 7008449815; ଅନିଶ  - 7381366930
 
(ବି:ଦ୍ର. ମା' ଅମୃତମୟୀ ସରସ୍ଵତୀ (ସର୍ବାଧକ୍ଷା)ଙ୍କ ଅନୁମୋଦନ କ୍ରମେ )

A PHP Error was encountered

Severity: Core Warning

Message: PHP Startup: Unable to load dynamic library 'ctype.so' (tried: /usr/local/lib/php-7.3.2-xenial/lib/php/extensions/no-debug-non-zts-20180731/ctype.so (/usr/local/lib/php-7.3.2-xenial/lib/php/extensions/no-debug-non-zts-20180731/ctype.so: cannot open shared object file: No such file or directory), /usr/local/lib/php-7.3.2-xenial/lib/php/extensions/no-debug-non-zts-20180731/ctype.so.so (/usr/local/lib/php-7.3.2-xenial/lib/php/extensions/no-debug-non-zts-20180731/ctype.so.so: cannot open shared object file: No such file or directory))

Filename: Unknown

Line Number: 0

Backtrace: